ରାଉରକେଲା ମ୍ୟୁନିସିପାଲଟି: ବଣେଇରେ ଷଷ୍ଠ ବଲକୃଷ୍ଣ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି
ମାର୍ଚ୍ଚ ୧୩ ତାରିଖ ପୂର୍ବାହ୍ନ ୯ଟା ୩୦ମିନିଟରୁ ବଣେଇଗଡ଼ ସହର ସ୍ଥିତ ବହୁମୁଖୀ ଖେଳ ପଡିଆରେ ଷଷ୍ଠ ବଲକୃଷ୍ଣ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ଆବସରରେ ସମାଜସେବୀ ହରିଶଙ୍କର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାର ଉଦଘାଟନ ଅବସରରେ ସମାଜସେବୀ ଧର୍ମବୀର ପ୍ରସାଦ ଦାସ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ