ବାଲିପାଟଣା: ଖୋର୍ଦ୍ଧା: ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ, ପ୍ରିନ୍ସିପାଲଙ୍କୁ ଘେରାଉ
ଖୋର୍ଦ୍ଧା ଭାକର ସାହି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଅର୍ନବ ସାହୁଙ୍କ ମୃତ୍ୟୁ ଘଟଣାରେ ଉତ୍ତେଜନା । ପରିବାର ଆଣିଲେ ହତ୍ୟା ଅଭିଯୋଗ, ବାଲିପାଟଣା ଥାନାରେ ଦିଆଗଲା ମାମଲା । ସ୍କୁଲ ପ୍ରିନ୍ସିପାଲଙ୍କ ଅବହେଳା ପାଇଁ ଛାତ୍ରଙ୍କ ଜୀବନ ଗଲା ବୋଲି ଅଭିଭାବକଙ୍କ ଅଭିଯୋଗ ।