Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଉମରକୋଟ: ଚାଷୀ ମହାସଂଘ ତରଫରୁ ନବରଙ୍ଗପୁର ଜିଲ୍ଲା ର ତିନି ବ୍ଲକ ରେ ଚକ ଅଖ ବନ୍ଦ ।

Umarkote, Nabarangpur | Dec 22, 2025
Place_ umerkote Date_22.12.25. ନବ ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ତରଫରୁ ଆଜିଠାରୁ ସାତଦିନ ପର୍ଯ୍ୟନ୍ତ ତିନିଟି ବ୍ଲକ ଉମରକୋଟ, ରାଇଘର ଓ ଝରିଗାଁ ବ୍ଲକ ରେ ଚକ ଅଖ ବନ୍ଦ। ଗତ 20 ତାରିଖ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରଦୀପ ମାଝୀ ଏହି ସୂଚନା ଦେଇଥିଲେ । ଆଜି ଉମରକୋଟ, ଝରିଗାଁ ଓ ରାଇଘର ର ଚାଷୀ ମାନେ ଏହି ତିନି ବ୍ଲକ କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା କୁ ଅବରୋଧ କରିଛନ୍ତି। ଏହି ତିନି ବ୍ଲକ ରେ ସମସ୍ତ ଯାନ ବାହନ ଚଳା ଚଳ ବନ୍ଦ ରହିଛି । ଆମ୍ବୁଲାନ୍ସ, ସ୍କୁଲ ବସ୍ ଭଳି ଜରୁରୀ କାଳୀନ ଗାଡ଼ି କୁ ଏଥିରୁ ବାଦ୍ ଦିଆ ଯାଇଛି।

MORE NEWS