Public App Logo
#ତମର_୮୦୦_ଆମର_୦୪ଟି_ମାତ୍ର_ପାସ ରଥଯାତ୍ରାରେ ପାସ ବଣ୍ଟନରେ ଅନିୟମିତତାକୁ ନେଇ ଗର୍ଜିଲେ ସୁର ରାଉତରାୟ। ରଥଯାତ୍ରା କୌଣସି ନିର୍ଦ୍ଦିଷ୍ଟ ଦଳର ନ ହେଉ। ଲୋକଙ୍କ ସେବା ନ କରି ପାସ ବାଣ୍ଟିଲେ କଣ ଜଗନ୍ନାଥ ଖୁସି ହେବେ କି ? #RathaYatraPass #CordenPass #PuriRathayatra #SuraRout #SuraRoutray #AustinNews #OdishaNews - Badachana News