ବରି: ବରୀରେ ଚାଷୀଙ୍କ ସମସ୍ୟା ନେଇ ମାନବ ଶୃଙ୍ଖଳ: 12 ଅକ୍ଟୋବରରେ ହେବ ଖୋଲାମଞ୍ଚ
Bari, Jajpur | Oct 4, 2026
ବରୀ ଅଜାଣ ଛକରେ ଚାଷ ଜମିକୁ ବନ୍ୟା ମୁକ୍ତ କରିବା ଦାବିରେ ମାନବ ଶୃଙ୍ଖଳ। ପ୍ରତିବର୍ଷ ବନ୍ୟା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଥିବାରୁ ସ୍ଥାୟୀ ସମାଧାନ ପାଇଁ ଦାବି। ଆସନ୍ତା 12 ଅକ୍ଟୋବରରେ ଆୟୋଜିତ ହେବ ଖୋଲାମଞ୍ଚ।