Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ମାର୍ଶାଘାଇ ରେ ଷଣ୍ଢ ମାତିଛି ଏଇ ଲାଲ ରଙ୍ଗର ଷଣ୍ଢ ଟି ୩ ଦିନ ହେବ ମାର୍ଶାଘାଇ ବଜାରରେ ଉତ୍ପାତ କରୁଛି l ତା ଆକ୍ରମଣ ରେ ୨୦ ରୁ ଅଧିକବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ଆହତ ହେଲେଣି l ଷଣ୍ଢ ପାଟିରୁ ଲାଳ ସବୁ ସମୟରେ ବାହାରୁଛି l ଜଳାନ୍ତକ ରୋଗ ହୋଇଥାଇପାରେ ବୋଲି ପ୍ରାଣୀ ଚିକିତ୍ସକ କହୁଛନ୍ତି l ଷଣ୍ଢ କୁ ଉଦ୍ଧାର କରି ଚିକିତ୍ସା କରିବା କିମ୍ବା ସ୍ଥାନାନ୍ତର କରିବା ଆବଶ୍ୟକ ହୋଇପଡିଛି l

Bhubaneswar, Khordha | Aug 15, 2026

MORE NEWS

No related stories for this location.

ମାର୍ଶାଘାଇ ରେ ଷଣ୍ଢ ମାତିଛି ଏଇ ଲାଲ ରଙ୍ଗର ଷଣ୍ଢ ଟି ୩ ଦିନ ହେବ ମାର୍ଶାଘାଇ ବଜାରରେ ଉତ୍ପାତ କରୁଛି l ତା ଆକ୍ରମଣ ରେ ୨୦ ରୁ ଅଧିକବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ଆହତ ହେଲେଣି l ଷଣ୍ଢ ପାଟିରୁ ଲାଳ ସବୁ ସମୟରେ ବାହାରୁଛି l ଜଳାନ୍ତକ ରୋଗ ହୋଇଥାଇପାରେ ବୋଲି ପ୍ରାଣୀ ଚିକିତ୍ସକ କହୁଛନ୍ତି l ଷଣ୍ଢ କୁ ଉଦ୍ଧାର କରି ଚିକିତ୍ସା କରିବା କିମ୍ବା ସ୍ଥାନାନ୍ତର କରିବା ଆବଶ୍ୟକ ହୋଇପଡିଛି l - Bhubaneswar News