କେନ୍ଦ୍ରାପଡ଼ା ଜିଲ୍ଲାରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସମାଜସେବୀ ଶିବ ସନ୍ତୋଷ ଖୁଣ୍ଟିଆ। କେକ୍ କାଟିବା ବଦଳରେ ସେ ୧୦୦ ଜଣ ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାତ୍ରାରେ ପଠାଇଛନ୍ତି। ତାଙ୍କର ଏଭଳି ମହତ ଚିନ୍ତାଧାରାକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି।
Bhubaneswar, Khordha | Sep 28, 2026