କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ସଡ଼କ ସୁରକ୍ଷା ବୈଠକ: ତିନିମୁହାଣିରୁ ଦୁହୁରିଆ ପର୍ଯ୍ୟନ୍ତ ହଟିବ ଅନଧିକୃତ ପାର୍କିଂ
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରେ ତିନିମୁହାଣିରୁ ଦୁହୁରିଆ ପର୍ଯ୍ୟନ୍ତ ଭାରୀ ଯାନର ଅନଧିକୃତ ପାର୍କିଂ ହଟାଇବା ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଦୁର୍ଘଟଣା ରୋକିବା ପାଇଁ ସମସ୍ତ ବିଭାଗକୁ ମିଳିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ।