କେନ୍ଦୁଝର ସଦର: ଘଟଗାଁରେ କଂଗ୍ରେସର ପ୍ରସ୍ତୁତି ବୈଠକ: 7 ଅକ୍ଟୋବରରେ ହେବ ବିଶାଳ ଜନସମାବେଶ
ଘଟଗାଁ ପିଡବ୍ଲ୍ୟୁଡି ଡାକବଙ୍ଗଳାରେ ଅନୁଷ୍ଠିତ ହେଲା କଂଗ୍ରେସର ପ୍ରସ୍ତୁତି ବୈଠକ। ଆସନ୍ତା 7 ଅକ୍ଟୋବରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଶାଳ ଜନସମାବେଶକୁ ସଫଳ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ।