Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ସିମୁଳିଆ: ଚୂନନଟି ଗ୍ରାମ ରେ ବେଆଇନ ମାଙ୍କଡା ପଥର ଚାଲାଣ ବେଳେ ଖଣି ବିଭାଗ ପକ୍ଷରୁ ଚଢ଼ାଉ ଟ୍ରାକ୍ଟର ଜବଦ

Similia, Balasore | Dec 15, 2025
ମାଙ୍କଡ଼ା ପଥର ଚୋରାଚାଲାଣ ବେଳେ ଖଣି ବିଭାଗର ଚଢ଼ାଉ।ଖଇରା ଥାନା ଅଧିନ ଚୂନନଟି ଗ୍ରାମରେ ପଥର ମାଫିଆ ମାନେ ବେଆଇନ ଭାବେ ମାଙ୍କଡ଼ା ପଥର କାଟି ଚୋରାଚାଲାଣ କରୁଥିବା ବେଳେ ମାଇନିଂ ବିଭାଗ ଚଢ଼ାଉ କରି ଏକ ଟ୍ରାକ୍ଟରକୁ ଜବତ କରିଛନ୍ତି।କୁପାରି ଅଞ୍ଚଳରେ ଚୂନନଟୀ ଗ୍ରାମ ର ମାଙ୍କଡ଼ା ପଥର କାଟି ଶହଶହ ଟ୍ରିପ ଚୋରାଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା।ଆଜି ଚୂନନଟି ଗ୍ରାମରେ ମାଙ୍କଡ଼ା କାଟି ଟ୍ରାକ୍ଟର ସାହାର୍ଯ୍ୟରେ ମାଙ୍କଡ଼ା ପଥର ଚୋରାଚାଲାଣ ହେଉଥିବା ଖବର ପାଇ ଆଜି ଖଇରା ଜୁନିୟର ଖଣି ଅଧିକାରୀ ଅଭିସେକ୍ ବେହେରା ଘଟଣା ସ୍ଥଳରେ ପହଞ୍ଚି ଏକ ଟ୍ରାକ୍ଟର ଜବଦ କରିଛନ୍ତି l