କଟକ ପୌରାଞ୍ଚଳ: କଟକ କର ହସ୍ପିଟାଲରେ ଚୋରି ବେଳେ ଧରାପଡିଲା ଯୁବକ, ଲୋକେ ମାରିଲେ ନିସ୍ତୁକ ମାଡ଼
କଟକ ମାଲଗୋଦାମ ସ୍ଥିତ କର ହସ୍ପିଟାଲରୁ ପାଇପ୍ ଓ ଟ୍ୟାପ ଚୋରି କରିବା ବେଳେ ଧରାପଡିଲା ଝୋଲା ସାହି ଅଞ୍ଚଳର ଜଣେ ବ୍ୟକ୍ତି। ପୂର୍ବରୁ ମଧ୍ୟ ସେ ଅନେକ ସାମଗ୍ରୀ ଚୋରି କରିଥିବା ନେଇ ହସ୍ପିଟାଲର ସିସିଟିଭିରେ ପ୍ରମାଣ ରହିଛି। ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ବାଦାମବାଡ଼ି ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି।