କଣ୍ଟାମାଳ: ଘଣ୍ଟାପଡ଼ାରେ କେନ୍ଦୁ ପତ୍ର ଶ୍ରମିକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିର
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡ଼ାଠାରେ କେନ୍ଦୁପତ୍ର ତୁଳାଳୀ ଓ ବନ୍ଧାଳି ଶ୍ରମିକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ। ୬୨ ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ପ୍ରଦାନ।