Public App Logo
ଲଘୁଚାପ ଜନିତ ବର୍ଷା ପରେ ଆରମ୍ଭ ହୋଇଛି ଚାଷ କାମ, ଯାହାକୁ ନେଇ ଚାଷୀ ମନରେ ଖେଳି ଯାଇଛି ଖୁସି, ଲଘୁଚାପ ଜନିତ ବର୍ଷା ପରେ #ଘସିପୁରା_ବ୍ଲକ_କେଶଦୁରାପାଳ ଅଞ୍ଚଳରେ ଜୋରଦାର ଚାଲିଛି ଚାଷକାମ। #KrushiOdisha #cmoodisha #keshadurapal #ghasipura #anandapur #kendujhar #Odisha #kendujharhalchal - Anandapur News