Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ବୀରମିତ୍ରପୁର: ନୂଆଗାଁ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜାହାରିଟୋଲିର ଦଶମ ଶ୍ରେଣୀର ବୋର୍ଡ୍ ପରୀକ୍ଷା ଆରମ୍ଭ।

ନୂଆଗାଁ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜାହାରିଟୋଲିର ଦଶମ ଶ୍ରେଣୀର ଛାତ୍ରଛାତ୍ରିଙ୍କର କୁଆରମୁଣ୍ଡାରେ ସେଣ୍ଟର୍ ପଡ଼ିଛି।ଏ ନେଇ ଆଜି ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ପ୍ରିନ୍ସିପାଲ୍‌ ଶୁଭେଚ୍ଛା ଜଣାଇବା ସହ ମିଠା ଦହି ଖୁଆଇଥିଲେ।ଛାତ୍ର ଛାତ୍ରୀମାନ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ଆଶୀର୍ବାଦ ନେଇ ପରୀକ୍ଷା କେନ୍ଦ୍ରକୁ ବାହାରି ଥିଲେ।