କୋଟପାଡ: କୋଟପାଡ଼ରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ: ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ ରୁପୁ ଭତ୍ରା
କୋଟପାଡ଼ରେ ପାଳିତ ହେଲା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ରୁପୁ ଭତ୍ରା। ସମାଜ ଗଠନରେ ଗାନ୍ଧୀଜୀଙ୍କ ଆଦର୍ଶର ଗୁରୁତ୍ୱ ବୁଝାଇଲେ ବିଧାୟକ।