Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ଚାରମାଳ: ଚାରମାଳ ସାଇ ମନ୍ଦିର ସମ୍ମୁଖରେ ସ୍କର୍ପିଓ ଧକ୍କାରେ ସାଇକେଲ ଆରୋହୀ ମୃତ

Charamal, Sambalpur | Feb 17, 2026
ଚାରମାଳ ସାଇ ମନ୍ଦିର ସମ୍ମୁଖରେ ସ୍କର୍ପିଓ ଧକ୍କାରେ ସାଇକେଲ ଆରୋହୀ ମୃତସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଚାରମାଳ ସାଇ ମନ୍ଦିର ସମ୍ମୁଖରେ ମଙ୍ଗଳବାର ରାତି ୯ ଟା ୪୦ ମିନିଟ ସମୟରେ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ସାଇକେଲ ଆରୋହୀ ଜଣକ ହେଲେ ମୋଚିବାହାଲ ପଞ୍ଚାୟତ ବାଗ ଦୁଲି ଗ୍ରାମର ପେଟୁ ଶବର । ସେ ସାଇକେଲ ଯୋଗେ ଜାତୀୟ ରାଜପଥ ଅତିକ୍ରମ କରୁଥିବା ସମୟରେ ମେରାମେଣ୍ଡୁଳୀରୁ ଝାରସୁଗୁଡ଼ା ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଜୋରରେ ଧକ୍କା ଦେଇଥିଲା । ଫଳରେ ସାଇକେଲ ଆରୋହୀ ଜଣକ ଛିଟିକି ହୋଇ ପଡ଼ିଥିଲେ । ଖବରପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ