କେନ୍ଦୁଝର ସଦର: କେନ୍ଦୁଝର: ପ୍ରଶାସନର ଅବହେଳା ପରେ ନିଜେ ରାସ୍ତା ମରାମତି କଲେ ବ୍ରଜମୋହନପୁର ଗ୍ରାମବାସୀ
କେନ୍ଦୁଝର ହରିଚନ୍ଦନପୁର ବ୍ଲକ ବ୍ରଜମୋହନପୁର ଗାଁର ଶୋଚନୀୟ ରାସ୍ତା ପାଇଁ ପ୍ରଶାସନ ନିକଟରେ ଅଭିଯୋଗ ସତ୍ତ୍ୱେ ସମାଧାନ ନମିଳିବାରୁ ଶେଷରେ ଗ୍ରାମବାସୀ ନିଜେ ମାଟି ପକାଇ ରାସ୍ତା ମରାମତି କରିଛନ୍ତି।