ପାରଳାଖେମୁଣ୍ଡି: ଗଜପତି: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ 12 ଦଫା ଦାବିପତ୍ର ପ୍ରଦାନ
ଗଜପତି ଜିଲ୍ଲାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 12 ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ପେନସନ ନିୟମ ଆଇନ ସମେତ ବିଭିନ୍ନ ଦାବି ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି।