କଣ୍ଡକ୍ଟର ସାଜିଲେ ମୁଖ୍ୟମନ୍ତ୍ରୀ ବିଜୟ !
ତାମିଲନାଡୁରେ ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନା 'ଭେତ୍ରୀ ପୟନମ୍ ଥିଟ୍ଟମ୍'ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ବିଜୟ I ବିଜୟ ନିଜେ ବସ୍ରେ ଚଢ଼ି ମହିଳାମାନଙ୍କୁ ଟିକେଟ୍ ବାଣ୍ଟିଥିବାବେଳେ, ପ୍ରତିଦାନରେ କଲେଜ ଛାତ୍ରୀମାନେ ତାଙ୍କୁ 'ଡେରୀ ମିଲ୍କ ଚକୋଲେଟ୍' ଉପହାର ଦେଇଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଯୋଜନାକୁ ୨୦୨୧ରେ ଡିଏମକେ ସରକାର 'ବିଦିୟାଲ୍ ପୟନମ୍ ଥିଟ୍ଟମ୍' ନାମରେ ଆରମ୍ଭ କରିଥିଲେ, ଯାହାକୁ ବର୍ତ୍ତମାନ ସମ୍ପ୍ରସାରିତ କରାଯାଇଛି।
#TamilNaduNews #CMVijay #VetriPayanamThittam #FreeBusRide #WomenSafety #PoliticalNews #TamilNadu #TrendingReels #ViralVideo #NewsUpdate #DailyNews #PublicWelfare #ViralReelsIndia
#KalingaNews
@followers