କଟକ ପୌରାଞ୍ଚଳ: କଟକ ମହାନଗର ନିଗମ ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ: କିନ୍ନର ତନୁଶ୍ରୀ ବେହେରା ସମ୍ମାନିତ
କଟକ ମହାନଗର ନିଗମ ଦ୍ଵାରା ଆୟୋଜିତ ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବରେ ମଳ ପରିଚାଳନା କେନ୍ଦ୍ରରେ କାର୍ଯ୍ୟରତ କିନ୍ନର ତନୁଶ୍ରୀ ବେହେରାଙ୍କୁ ସମ୍ମାନିତ କରାଯାଇଛି। ପରିମଳ ବିଭାଗର ଅନ୍ୟ କର୍ମକର୍ତ୍ତାଙ୍କ ସହ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।