Public App Logo
ସ୍ଥାୟୀ ରାସ୍ତା ପାଇଁ ମୁଖ୍ୟ ରାସ୍ତା ଅବରୋଧ,ବାଲିଭଉଁରୀ ଶିଖର ଘାଟ ମୁଖ୍ୟ ରାସ୍ତା ର ସ୍ଥାୟୀ ସମାଧାନ ନିମନ୍ତେ ମୁଖ୍ୟ ରାସ୍ତା କୁ ଅବରୋଧ କରି ବିକ୍ଷୋଭ ପଦର୍ଶନ କଲେ ନାଉଗାଁ ଯୁବ ସଚେତନତା ମଞ୍ଚ #Arnabnews #highlightseveryone #highlights #Naugaon - Naugaon News