ଆସିକା: ଆସିକାରେ 'ଆମ ଗଞ୍ଜାମ-ସ୍ୱଚ୍ଛ ଆସିକା' କାର୍ଯ୍ୟକ୍ରମ: ସାମିଲ ହେଲେ ବିଧାୟକ
Asika, Ganjam | Oct 3, 2026 ଆସିକାର କାଳଷଣ୍ଢପୁର ଗ୍ରାମରେ ଆୟୋଜିତ ହୋଇଛି 'ଆମ ଗଞ୍ଜାମ-ସ୍ୱଚ୍ଛ ଆସିକା' କାର୍ଯ୍ୟକ୍ରମ। ଏଥିରେ ଆସିକା ବିଧାୟକଙ୍କ ସହ ଗ୍ରାମବାସୀ ସାମିଲ ହୋଇ ଗାଁକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ସଂକଳ୍ପ ନେଇଛନ୍ତି।