ସୋର: କଲ୍ୟାଣୀ ଠାରେ ରାଜ୍ୟ ସାରସ୍ୱତ ସମ୍ମିଳନୀ ପାଇଁ ପ୍ରସ୍ତୁତି, ଯୋଗଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
Soro, Balasore | Oct 4, 2026 ବାହାନଗା ବ୍ଲକର କଲ୍ୟାଣୀ ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସାରସ୍ୱତ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ବୈଠକରେ ଯୋଗ ଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସମ୍ମିଳନୀର ସଫଳତା ଓ ସ୍ୱାମୀ ନିଗମାନନ୍ଦ ଦେବଙ୍କ ଆଦର୍ଶ ପ୍ରଚାର ଉପରେ ଦିଆଗଲା ଗୁରୁତ୍ୱ।