ପରଜଙ୍ଗ: ଢେଙ୍କାନାଳରେ ଲୋପ ପାଉଛି କୁମ୍ଭାରଙ୍କ ପାରମ୍ପରିକ ବୃତ୍ତି: କାହିଁକି ଚିନ୍ତାରେ କାରିଗର?
ଢେଙ୍କାନାଳ ଜିଲ୍ଲାରେ କୁମ୍ଭାରମାନଙ୍କ କୌଳିକ ବୃତ୍ତି ସଙ୍କଟରେ। ବଜାରରେ ପ୍ଲାଷ୍ଟିକ୍ ଓ ଷ୍ଟିଲ୍ ସାମଗ୍ରୀର ଚାହିଦା, କାଠର ଅଭାବ ଓ ଉଚିତ ପାରିଶ୍ରମିକ ନ ମିଳିବା ଯୋଗୁଁ ଏହି ପରମ୍ପରା ଲୋପ ପାଇବାରେ ଲାଗିଛି। ସରକାରଙ୍କ ସହାୟତା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।