ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: ବ୍ରହ୍ମପୁରରେ ଆନ୍ତର୍ରାଜ୍ୟ ଡକାୟତି ଗ୍ୟାଙ୍ଗ ପର୍ଦ୍ଦାଫାଶ, ୪ ଗିରଫ
ବ୍ରହ୍ମପୁର ଗୋଳନ୍ଥରା ପୋଲିସ ଏକ ଡକାୟତି ଗ୍ୟାଙ୍ଗକୁ ପର୍ଦ୍ଦାଫାଶ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗ୍ୟାଙ୍ଗଟି ଜମି କିଣାବିକା ନାଁରେ ଲୋକଙ୍କୁ ଫସାଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ କାମ କରୁଥିଲା। ପୋଲିସ ଗଢ଼ିକି ଜବତ କରିଛି ୬ ଲକ୍ଷ ଟଙ୍କା ଓ ଅନେକ ୟାନ୍ତ୍ରିକ ସାମଗ୍ରୀ।