Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

ବାଲିିଅନ୍ତା: ବୁଧିପଡ଼ା ଛକରୁ ମଦ ବେପାରୀ ଗିରଫ

Balianta, Khordha | Sep 11, 2025
ଗୁରୁବାର ସନ୍ଧ୍ୟା ପ୍ରାୟ ଛଅଟା ସମୟରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ବୁଧିପଡ଼ା ଛକରୁ ମଦ ବେପାରୀ ଗିରଫ ହୋଇଛି। ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ଅତ୍ୟଧିକ ଚୋରା ମଦ ବେପାର ନେଇ ଅଭିଯୋଗ ହୋଇ ଆସୁଥିଲା । ହେଲେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବୁଧିପଡ଼ା ଛକରେ ଜଣେ ଚୋରା ମଦ ବେପାରୀକୁ କାବୁ କରିବା ସହ ବିପୁଳ ମଦ ସହ ଏକ ବାଇକ ଜବତ କରିଥିବା ଜଣାପଡିଛି।