Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ଦାନ୍ଦରଗୌଣି ଅଞ୍ଚଳରେ ହାତୀ ଆତଙ୍କ । ବନବିଭାଗ ରଖିଛି ନଜର

Telkoi, Kendujhar | Dec 13, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ଦାନ୍ଦରଗୌଣି ଅଞ୍ଚଳରେ ହାତୀ ଆତଙ୍କ । ବନବିଭାଗ ରଖିଛି ନଜର ।ଅଞ୍ଚଳରେ ଭୟର ବାତାବରଣ । ଧାନ ଅମଳ କରି ଚାଷୀ ମାନେ ଖଳାରେ ଧାନ ରଖିଥିବା ବେଳେ ଏବେ ପୁଣି ଚାଷୀଙ୍କ ମଧ୍ୟରେ ଭୟର ଆତଙ୍କ । ନିଆଁ ଜାଳି ରାତି ତମାମ ଅନିଦ୍ରାରେ କଟୁଛି ଚାଷିଙ୍କ ଜୀବନ । ଆଜି ରାତ୍ରି ୧୧ଟା ସମୟର ସୂଚନା ।