ପୋଲସରା: ପୋଲସରା ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀଙ୍କ ସାଙ୍ଗଠନିକ ବୈଠକ
ମା ସିଂହାସନୀ ପୀଠରେ ପୋଲସରା ନିର୍ବାଚନ ମଣ୍ଡଳୀର ୮ଟି ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ। ସଂଗଠନକୁ ସୁଦୃଢ଼ କରିବା ଓ ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଆଲୋଚନା ହୋଇଛି।