ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ 42 ତମ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗଜପତି ମାର୍ଗରେ 42 ତମ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପିତ ହୋଇଛି । ଚଳିତ ବର୍ଷ ବେଶ୍ ଜାକଜକମରେ ପାଳନ ପାଇଁ କମିଟି ନିଷ୍ପତ୍ତି ନେଇଛି । କୁମାର ପୂର୍ଣ୍ଣିମାଠାରୁ ମାଁଙ୍କ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ ।