Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ରାଇଘର: ୨୨ଜଣ ଆତ୍ମସମର୍ପଣକାରୀ ମାଓବାଦୀ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷା ଦେଉଛନ୍ତି ।

Raighar, Nabarangpur | Dec 8, 2025
ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଠାରୁ ମାତ୍ର 70 କିଲୋମିଟର ଦୂରରେ ଅବସ୍ଥିତ ଛତିଶଗଡ଼ର ଗରିଆବନ୍ଦ ଠାରେ ରବିବାର ଦିନ ପ୍ରାୟ 22ଜଣ ଆତ୍ମସମର୍ପଣକାରୀ ମାଓବାଦୀ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷା ଦେଇଥିବା ଜଣାପଡ଼ିଛି l ସରକାରଙ୍କ ପୁନର୍ବାସ ଯୋଜନାରେ ପ୍ରଭାବିତ ହୋଇ ଗରିଆବନ୍ଦ ଜିଲ୍ଲାର ଆତ୍ମସମର୍ପଣ କରିଥିବା ଶତାଧିକ ମାଓବାଦୀ ଏଵେ ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସୁଖଦ ଜୀବନ ବିତାଉ ଥିବା ଦେଖିବାକୁ ମିଳୁଛି l ଯେଉଁ ମାଓବାଦୀ ପାଠପଢା ଜାଣି ନାହାନ୍ତି ସେମାନେ ଏହି ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମଧ୍ୟରେ ପରୀକ୍ଷାରେ ଅଂଶଗ୍ରହଣ