Public App Logo
ଶେଷ ହେଲା ଘସିପୁରା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ,ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର କିପରି ସଫଳ ରୂପାୟନ ହେବ ତାହା କୁ କେନ୍ଦ୍ରକରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ଅତିଥି ମାନେ ପ୍ରକାଶ କରିଛନ୍ତି। #BikasaraDharaOdishaSara #CMOOdisha #BJPOdisha #ghasipurablock #ghasipura #kendujhar #Odisha #kendujharhalchal - Anandapur News