Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

🇮🇳 କୋରାପୁଟରେ ଧୁମଧାମରେ ପାଳିତ ହେଲା ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ 🇮🇳 ଦେଶପ୍ରେମ ଓ ଉତ୍ସାହର ପରିବେଶରେ କୋରାପୁଟରେ ପାଳିତ ହୋଇଛି ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ। ସ୍ଥାନୀୟ କୋରାପୁଟ ପୋଲିସ ପଡ଼ିଆରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 🇮🇳 ଏହି ଅବସରରେ ପୋଲିସ ବାହିନୀର ପରେଡ୍, ବିଭିନ୍ନ ବିଭାଗର ଝାଙ୍କି ଓ ଦେଶଭକ୍ତିମୟ କାର୍ଯ୍ୟକ୍ରମରେ ପଡ଼ିଆ ପରିସର ଉତ୍ସବମୁଖର ହୋଇଉଠିଥିଲା। ଜୟ ହିନ୍ଦ୍ 🇮🇳 | ବନ୍ଦେ ମାତରମ୍ 🇮🇳 #IndependenceDay #Koraput #80thIndependenceDay #JayHind #VandeMataram #KoraputNews

Koraput Town, Koraput | Aug 15, 2026

MORE NEWS

କୋଟପାଡ଼-କୋଟପାଡ଼ ର  ରୁକମଣି ମହନ୍ତଙ୍କ ଟିମ ହେଲେ ସାମ୍ମାନୀତ।ଯାହା କି କୋଟପାଡ଼ ହସ୍ତତନ୍ତ ବୁଣାକାର ଙ୍କୁ ଉତ୍ସାହିତ କରିଛି।

କୋଟପାଡ଼-କୋଟପାଡ଼ ର ରୁକମଣି ମହନ୍ତଙ୍କ ଟିମ ହେଲେ ସାମ୍ମାନୀତ।ଯାହା କି କୋଟପାଡ଼ ହସ୍ତତନ୍ତ ବୁଣାକାର ଙ୍କୁ ଉତ୍ସାହିତ କରିଛି।

Koraput Town, Koraput | Aug 16, 2026

କୋଟପାଡ଼- ଗତ ୧୪ ତାରିଖ ଦିନ  ଷଡ଼ରଙ୍ଗା  ଗ୍ରାମର ଘଟିଥିବା ହତ୍ୟାକାଣ୍ଡର ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l ଜାମୁଗୁଡା ଗ୍ରାମର ସମାରୁ ପୂଜାରୀ ହତ୍ୟା ମାମଲାରେ  ଜଡିତ ୩ଅଭିଯୁକ୍ତ ଙ୍କୁ  ଗିରଫ କରିଛି ପୋଲିସ lଏନେଇ ଏକ  ପ୍ରେସମିଟ୍ ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା l ମୃତକ ସମାରୁ ପୂଜାରୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ଏମାନେ। ଗିରଫ ତିନି ଅଭିଯୁକ୍ତ ହେଲେ ଚିତ ସମରଥ,ପ୍ରେମାନନ୍ଦ ରନ୍ଧାରିକୁ । ତିନି  ଗିରଫ ଅଭିଯୁକ୍ତ ଙ୍କୁ   କୋର୍ଟ ଚାଲାଣ କରାଯିବା ନେଇ SDPO ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତ

କୋଟପାଡ଼- ଗତ ୧୪ ତାରିଖ ଦିନ ଷଡ଼ରଙ୍ଗା ଗ୍ରାମର ଘଟିଥିବା ହତ୍ୟାକାଣ୍ଡର ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l ଜାମୁଗୁଡା ଗ୍ରାମର ସମାରୁ ପୂଜାରୀ ହତ୍ୟା ମାମଲାରେ ଜଡିତ ୩ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ lଏନେଇ ଏକ ପ୍ରେସମିଟ୍ ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା l ମୃତକ ସମାରୁ ପୂଜାରୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ଏମାନେ। ଗିରଫ ତିନି ଅଭିଯୁକ୍ତ ହେଲେ ଚିତ ସମରଥ,ପ୍ରେମାନନ୍ଦ ରନ୍ଧାରିକୁ । ତିନି ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ SDPO ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତ

Koraput Town, Koraput | Aug 16, 2026

ଲକ୍ଷ୍ମୀପୁରରେ ବଢୁଛି ମାତୃ ଓ ଶିଶୁ ମୃତ୍ୟୁହାର!

ତୁରନ୍ତ ଖୋଲାଯାଉ ସବ୍-ଡିଭିଜନାଲ ମେଡିକାଲ୍: ତାରା

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମାତୃ ଓ ଶିଶୁ ମୃତ୍ୟୁହାର ବଢୁଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ଲକ୍ଷ୍ମୀପୁରରେ ତୁରନ୍ତ ସବ୍-ଡିଭିଜନାଲ ମେଡିକାଲ୍ ଖୋଲିବା ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ବିଧାୟକ।

👉 ଏବେ ଅପେକ୍ଷା, ସରକାର କେବେ ନେଉଛନ୍ତି ପଦକ୍ଷେପ?

#Laxmipur #Koraput #HealthCare #MaternalHealth #ChildHealth #TaraPrasadBahinipati #OdishaNews

ଲକ୍ଷ୍ମୀପୁରରେ ବଢୁଛି ମାତୃ ଓ ଶିଶୁ ମୃତ୍ୟୁହାର! ତୁରନ୍ତ ଖୋଲାଯାଉ ସବ୍-ଡିଭିଜନାଲ ମେଡିକାଲ୍: ତାରା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମାତୃ ଓ ଶିଶୁ ମୃତ୍ୟୁହାର ବଢୁଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ଲକ୍ଷ୍ମୀପୁରରେ ତୁରନ୍ତ ସବ୍-ଡିଭିଜନାଲ ମେଡିକାଲ୍ ଖୋଲିବା ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ବିଧାୟକ। 👉 ଏବେ ଅପେକ୍ଷା, ସରକାର କେବେ ନେଉଛନ୍ତି ପଦକ୍ଷେପ? #Laxmipur #Koraput #HealthCare #MaternalHealth #ChildHealth #TaraPrasadBahinipati #OdishaNews

Koraput Town, Koraput | Aug 16, 2026

ବିଜେଡି ଓ କଂଗ୍ରେସର ଜଣେ ଜଣେ ଆସନ୍ତୁ ମୁଁ ତାଙ୍କୁ ଜବାବ୍ ଦେବି। ଚ୍ୟାଲେଞ୍ଜ କଲେ କୋରାପୁଟ ବିଧାୟକ ରଘୁରାମ ମାଛ । ବୈପାରିଗୁଡା ବ୍ଲକ ବୈଠକରେ ବିବାଦ ନେଇ ଏବେ ସରଗରମ କୋରାପୁଟ ରାଜନୀତି

ବିଜେଡି ଓ କଂଗ୍ରେସର ଜଣେ ଜଣେ ଆସନ୍ତୁ ମୁଁ ତାଙ୍କୁ ଜବାବ୍ ଦେବି। ଚ୍ୟାଲେଞ୍ଜ କଲେ କୋରାପୁଟ ବିଧାୟକ ରଘୁରାମ ମାଛ । ବୈପାରିଗୁଡା ବ୍ଲକ ବୈଠକରେ ବିବାଦ ନେଇ ଏବେ ସରଗରମ କୋରାପୁଟ ରାଜନୀତି

Koraput Town, Koraput | Aug 16, 2026

🌿☕ ରାଣୀ ଡୁଡୁମାରେ ଖୋଲିଲା ‘ଅରଣ୍ୟ’ ଇକୋ କାଫେ 🌿

କୋରାପୁଟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀ ଡୁଡୁମାରେ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣ। ରବିବାର ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ‘ଅରଣ୍ୟ’ ଇକୋ କାଫେ।

କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ କାଫେର ଶୁଭାରମ୍ଭ କରିବା ସହ କଫିର ମଜା ନେଇଥିଲେ। 🍵

ଏହି କାଫେରେ ଆଧୁନିକ ସୁବିଧା ସହ କୋରାପୁଟିଆ ପାରମ୍ପରିକ ଖାଦ୍ୟର ସ୍ୱାଦ ନେଇପାରିବେ ପର୍ଯ୍ୟଟକ। କାଫେର ପରିଚାଳନା ଦାୟିତ୍ୱ **‘ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ’**କୁ ଦିଆଯାଇଛି।

ବନ ବିଭାଗର ଏହି ପଦକ୍ଷେପ ସ୍ଥାନୀୟ ମହିଳା SHGଙ୍କୁ ରୋଜଗାରର ନୂଆ ସୁଯୋଗ ଦେବା ସହ ରାଣୀ ଡୁଡୁମାର ପର୍ଯ୍ୟଟନ ଆକର୍ଷଣକୁ ଆହୁରି ବଢ଼ାଇବ।

💚 ପ୍ରକୃତିର ମନୋରମ ପରିବେଶ, ଡୁଡୁମା ଜଳପ୍ରପାତର ସୌନ୍ଦର୍ଯ୍ୟ ଓ କୋରାପୁଟିଆ ଖାଦ୍ୟର ସ୍ୱାଦ—ଏବେ ରାଣୀ ଡୁଡୁମାରେ ମିଳିବ ଏକାଠି।

#RaniDuduma #AranyaEcoCafe #Koraput #Tourism #EcoCafe #OdishaTourism #KoraputiaFood #Nandapur #ସ୍ଥାନୀୟରୋଜଗାର #ପର୍ଯ୍ୟଟନ

🌿☕ ରାଣୀ ଡୁଡୁମାରେ ଖୋଲିଲା ‘ଅରଣ୍ୟ’ ଇକୋ କାଫେ 🌿 କୋରାପୁଟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀ ଡୁଡୁମାରେ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣ। ରବିବାର ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ‘ଅରଣ୍ୟ’ ଇକୋ କାଫେ। କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ କାଫେର ଶୁଭାରମ୍ଭ କରିବା ସହ କଫିର ମଜା ନେଇଥିଲେ। 🍵 ଏହି କାଫେରେ ଆଧୁନିକ ସୁବିଧା ସହ କୋରାପୁଟିଆ ପାରମ୍ପରିକ ଖାଦ୍ୟର ସ୍ୱାଦ ନେଇପାରିବେ ପର୍ଯ୍ୟଟକ। କାଫେର ପରିଚାଳନା ଦାୟିତ୍ୱ **‘ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ’**କୁ ଦିଆଯାଇଛି। ବନ ବିଭାଗର ଏହି ପଦକ୍ଷେପ ସ୍ଥାନୀୟ ମହିଳା SHGଙ୍କୁ ରୋଜଗାରର ନୂଆ ସୁଯୋଗ ଦେବା ସହ ରାଣୀ ଡୁଡୁମାର ପର୍ଯ୍ୟଟନ ଆକର୍ଷଣକୁ ଆହୁରି ବଢ଼ାଇବ। 💚 ପ୍ରକୃତିର ମନୋରମ ପରିବେଶ, ଡୁଡୁମା ଜଳପ୍ରପାତର ସୌନ୍ଦର୍ଯ୍ୟ ଓ କୋରାପୁଟିଆ ଖାଦ୍ୟର ସ୍ୱାଦ—ଏବେ ରାଣୀ ଡୁଡୁମାରେ ମିଳିବ ଏକାଠି। #RaniDuduma #AranyaEcoCafe #Koraput #Tourism #EcoCafe #OdishaTourism #KoraputiaFood #Nandapur #ସ୍ଥାନୀୟରୋଜଗାର #ପର୍ଯ୍ୟଟନ

Koraput Town, Koraput | Aug 16, 2026

🇮🇳 କୋରାପୁଟରେ ଧୁମଧାମରେ ପାଳିତ ହେଲା ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ 🇮🇳 ଦେଶପ୍ରେମ ଓ ଉତ୍ସାହର ପରିବେଶରେ କୋରାପୁଟରେ ପାଳିତ ହୋଇଛି ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ। ସ୍ଥାନୀୟ କୋରାପୁଟ ପୋଲିସ ପଡ଼ିଆରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 🇮🇳 ଏହି ଅବସରରେ ପୋଲିସ ବାହିନୀର ପରେଡ୍, ବିଭିନ୍ନ ବିଭାଗର ଝାଙ୍କି ଓ ଦେଶଭକ୍ତିମୟ କାର୍ଯ୍ୟକ୍ରମରେ ପଡ଼ିଆ ପରିସର ଉତ୍ସବମୁଖର ହୋଇଉଠିଥିଲା। ଜୟ ହିନ୍ଦ୍ 🇮🇳 | ବନ୍ଦେ ମାତରମ୍ 🇮🇳 #IndependenceDay #Koraput #80thIndependenceDay #JayHind #VandeMataram #KoraputNews - Koraput Town News