କଳାହାଣ୍ଡି: କଲମପୁରରେ ପାଳିତ ହେଲା ଆନ୍ତର୍ଜାତୀୟ ବୟସ୍କ ଦିବସ 2026
Kalahandi, Kalahandi | Oct 1, 2026
କଲମପୁର ବ୍ଲକ ସମିତି ସଭାଗୃହରେ ଆନ୍ତର୍ଜାତୀୟ ବୟସ୍କ ଦିବସ 2026 ମହାସମାରୋହରେ ପାଳିତ ହୋଇଯାଇଛି। 'ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନିଅନ୍ତୁ, ସମ୍ମାନ ଦିଅନ୍ତୁ' ବାର୍ତ୍ତା ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ଓ ଅତିଥିମାନେ ଯୋଗ ଦେଇଥିଲେ।