ପାଟଣା: କେନ୍ଦୁଝର ପାଟଣା ବ୍ଲକରେ ସ୍ୱଚ୍ଛତା ଅଭିଯାନ: ଏକ ଦିନ, ଏକ ଘଣ୍ଟା, ଏକାଠି କାର୍ଯ୍ୟକ୍ରମ
ସ୍ୱଚ୍ଛତା ହିଁ ସେବା ଅଭିଯାନ ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପରିସରରେ ଏକ ଦିନ, ଏକ ଘଣ୍ଟା, ଏକାଠି କାର୍ଯ୍ୟକ୍ରମ ଅନୁଷ୍ଠିତ। ବ୍ଲକ ଅଧିକାରୀ, ସ୍ୱେଚ୍ଛାସେବୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଶ୍ରମଦାନ।