#କୋରାପୁଟରେ_ସର୍କଲସ୍ତରୀୟ_ବନ୍ୟପ୍ରାଣୀ_ସପ୍ତାହ_୨୦୨୬
🌿 ବନ୍ୟପ୍ରାଣୀ ସୁରକ୍ଷା, ପ୍ରକୃତି ସୁରକ୍ଷା ଓ ଭବିଷ୍ୟତ ସଂରକ୍ଷଣ ବାର୍ତ୍ତା ନେଇ କୋରାପୁଟରେ ସର୍କଲସ୍ତରୀୟ Wildlife Week-2026 ପାଳନ କରାଯାଉଛି।
🐻 ଚଳିତବର୍ଷର ମୁଖ୍ୟ ବିଷୟ “Sloth Bear”। ଭାଲୁ ସମେତ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନ ନେଇ ଆଲୋଚନା କରାଯିବ।
📍 ସ୍ଥାନ: ଡିଭିଜନ୍ ଫରେଷ୍ଟ ଅଫିସ୍, କୋରାପୁଟ
📅 ତାରିଖ: ୨୯ ସେପ୍ଟେମ୍ବର ୨୦୨୬
👥 ମିଡିଆ, ଏନ୍ଜିଓ ଓ ବନ ବିଭାଗ ପକ୍ଷରୁ ଆଲୋଚନାଚକ୍ରରେ ଯୋଗଦାନ କରାଯିବ।
🌳 ବନ୍ୟପ୍ରାଣୀ ବଞ୍ଚିଲେ, ପ୍ରକୃତି ବଞ୍ଚିବ; ପ୍ରକୃତି ବଞ୍ଚିଲେ ଆମ ଭବିଷ୍ୟତ ସୁରକ୍ଷିତ ରହିବ।
#WildlifeWeek2026 #SlothBear #Koraput #ForestDepartment #WildlifeConservation #SaveWildlife #SaveNature #News11OdiaLive