Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
No video available

ନନ୍ଦନକାନନ: ରଘୁନାଥପୁର ଜାଲି ଗାଁ ରାସ୍ତାରୁ 105 ଲିଟର ଦେଶୀ ମଦ ଜବତ ଘଟଣା, ଜଣେ ବେପାରୀକୁ ଗିରଫ କଲା ସ୍ଥାନୀୟ ଥାନା ପୋଲିସ

Nandankanan, Khordha | Mar 3, 2025
ଆଜି ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଅଭିଯୁକ୍ତ ଜଣକ ରଘୁନାଥପୁର ଜାଲି ଗ୍ରାମ ନିକଟସ୍ଥ ରାସ୍ତାଦେଇ ବେଆଇନ ଭାବେ ଦେଶୀମଦ ଚାଲାଣ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନା ଆଧାରରେ ପେଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ଆଜି 4.56ରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ତିନୋଟି ରବର ବ୍ଲାଡରରେ ଥିବା ମୋଟ ୧୦୫ ଲିଟର ଦେଶୀମଦ ଏବଂ ଏକ ମୋଟରସାଇକେଲ ଜବତ କରିଥିଲେ ।