ଛତ୍ରପୁର: ବ୍ରହ୍ମପୁରରେ ଭୟଙ୍କର ହତ୍ୟାକାଣ୍ଡ: ନିମଖଣ୍ଡି ଅଞ୍ଚଳରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ
ବ୍ରହ୍ମପୁର ନିମଖଣ୍ଡି ଅଞ୍ଚଳରେ ପୂର୍ବ ଶତ୍ରୁତାରୁ ଟୁନା ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରାଯାଇଛି। ପୁଲିସ ଜଣେ ଅଭିଯୁକ୍ତ ବିଟୁ ସାହୁକୁ ଗିରଫ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚଳାଇଛି।