Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
No video available

କଟକ ପୌରାଞ୍ଚଳ: ଜୟପୁର ଅନନ୍ତ ପ୍ରସାଦ ଗ୍ରାମର ଜଣେ ବ୍ୟକ୍ତି ବାରହା ଆକ୍ରମଣରେ ଆହତ

ବାରାହା ଆକ୍ରମଣ ରେ ଜଣେ ଆହତ । ଆହତ ବ୍ୟକ୍ତି ଜଣଙ୍କ ନରସିଂହପୁର ବ୍ଲକ ଅନ୍ତର୍ଗତ ଜୟପୁର ଅନନ୍ତ ପ୍ରସାଦ ଗ୍ରାମର ସୁବଳ ଚରଣ ନାୟକ 62 ବର୍ଷ ସୁବଳ। ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଦାନ୍ତକାଠି ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ଗୋଟିଏ ଦନ୍ତା ବାରାହା ଆକ୍ରମଣ କରିଥିଲା। ପାଟିଶୁଣି ଏହି ସମୟରେ ନିକଟରେ ବନ୍ଧ ରେ ଗାଧଉଥିବା ବଳିଆ ନାୟକ ଦୌଡ଼ି ଆସି ସୁବଳ ଙ୍କୁ ଉଦ୍ଧାର କରିଥିଲେ। ପରେ ନରସିଂହପୁର ମେଡିକାଲ କୁ ଆଣି ଚିକିତ୍ସା କରାଯାଉଛି।