ପୋଲସରା: ବୁଗୁଡ଼ା: କୃଷ୍ଣ ପ୍ରଧାନଙ୍କ ମୃତ୍ୟୁ ପରେ ପରିବାରକୁ ସହାୟତା କଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ
ବୁଗୁଡ଼ା ବ୍ଲକ୍ ପଥରବଣୀ ଗ୍ରାମର କୃଷ୍ଣ ପ୍ରଧାନଙ୍କ ଆକସ୍ମିକ ବିୟୋଗ। ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।