ବିରିଡି: ଜଗତସିଂହପୁର ଜିଲ୍ଲାରେ ପାଳିତ ହେଲା ପୋଷଣ ମାସ ଅଙ୍ଗନ କା ଉତ୍ସବ
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ପୋଷଣ ମାସ ୨୦୨୬ ଅଙ୍ଗନ କା ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପୃଷ୍ଟିକର ପାରମ୍ପାରିକ ପିଠା ପ୍ରଦର୍ଶନ ସହ ଶିଶୁଙ୍କ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି।