ପଟ୍ଟାଙ୍ଗୀ: ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା: ସରକାରଙ୍କ ବିଫଳତା ନେଇ ଗାଁ ମୁହାଁ ଦଳ
ଗାନ୍ଧୀ ଜୟନ୍ତୀ ଅବସରରେ ନନ୍ଦପୁରରୁ ଆରମ୍ଭ ହେଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ବିଫଳତାକୁ ନେଇ ପ୍ରତି ଗାଁରେ ପହଞ୍ଚିବ ଦଳ। କୁଲାବିର ପଞ୍ଚାୟତରେ ଆୟୋଜିତ ବୈଠକରେ ସାଂଗଠାନିକ ରଣନୀତି ପ୍ରସ୍ତୁତ କରାଯାଇଛି।