ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭବ, ଆତଙ୍କ ଗଭୀର
କୋରାପୁଟର ଲକ୍ଷ୍ମୀପୁର, ବନ୍ଧୁଗାଁ ଓ ନାରାୟଣପାଟଣାରେ ଭୂମିକମ୍ପର ଝଟକା ଅନୁଭବ ହୋଇଥିବା ସୂଚନା। ଅଞ୍ଚଳବାସୀ ଆତଙ୍କିତ, ଲକ୍ଷ୍ମୀପୁର ପୋଲିସ ମଧ୍ୟ ଏହା ସ୍ୱୀକାର କରିଛନ୍ତି। ପ୍ରାଥମିକ ତଥ୍ୟ ଅନୁଯାୟୀ କୌଣସି ବିପତ୍ତି କରିବାର ଖବର ନାହିଁ।