ରେମୁଣା: ବାଲେଶ୍ଵର କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟରେ ପଥପ୍ରାନ୍ତ ନାଟକ: ଯୋଗଦେଲେ ବିଧାୟକ ମାନସ ଦତ୍ତ
ବାଲେଶ୍ଵର କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମ। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଦର ବିଧାୟକ ମାନସ କୁମାର ଦତ୍ତ ଛାତ୍ରୀମାନଙ୍କୁ ସମାଜ ଗଠନରେ ସେମାନଙ୍କ ଭୂମିକା ସମ୍ପର୍କରେ ସଚେତନ କରିଥିଲେ।