Public App Logo
ଶ୍ରାବଣର ଦ୍ୱିତୀୟ ସୋମବାରରେ ୧୦୮ କଳସ ଯାତ୍ରା,ଶିଖର ଘାଟ ଦେବୀ ନଦୀରୁ ସୋବଣେଶ୍ୱର ମହାଦେବଙ୍କ ପୀଠକୁ ୧୧ କିଲୋମିଟର ପଦଯାତ୍ରା କଲା ସୋବଣେଶ୍ୱର ବୋଲ୍ ବମ୍ ଏକତା ସ୍ପୋର୍ଟିଂ କ୍ଲବ୍ #highlightseveryone #highlightseveryonefollowers #Arnabnews #Naugaon #jagatsinghpur - Naugaon News