Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ସିମୁଳିଆ: ଵର୍ତନା ଛକ ନିକଟରେ ମଦ ନେଇ ଆସୁଥିବା ଦୁଇ ଜଣ ଙ୍କୁ ଗିରଫ କଲା ଅବକାରୀ ବିଭାଗ ମଦ ସହିତ ବାଇକ ଜବଦ

Similia, Balasore | Dec 20, 2025
ଦେଶୀ ମଦ ସହିତ ବାଇକ ଜବତ, ୦୨ ଗିରଫ l ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ କେଶବ ଚନ୍ଦ୍ର ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବର୍ତ୍ତନା ଛକ ନିକଟରେ ଚଢ଼ାଉ କରାଯାଇ ୭୦ ଲିଟର ଦେଶୀ ରନ୍ଧା ମଦ ଏବଂ ଗୋଟିଏ ବାଇକ ଜବଦ କରିବା ସହିତ ଦୁଇ ଜଣ ଙ୍କୁ ଗିରଫ କରିଥିଲେ l ସେମାନେ ହେଲେ ସୋସୋ ଥାନା ଅନ୍ତର୍ଗତ ଅନ୍ଧାରି ଗ୍ରାମର ସୁଶାନ୍ତ ହାଁସଦା ଓ ଧନେଶ୍ୱର ହାଁସଦା l ଆଜି ଶନିବାର ଅପରାହ୍ନ 4 ଘଟିକା ସମୟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।