#ଗାଁକୁ_ରାସ୍ତା_ନାହିଁ_ଦୁର୍ଦ୍ଦଶାରେ_ଗ୍ରାମବାସୀ
କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତ ଅନ୍ତର୍ଗତ ଏଚ୍ ମାଝୀପୁଟ ଗ୍ରାମବାସୀ ରାସ୍ତା ସମସ୍ୟା ନେଇ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
🛣️ ଗାଁକୁ ରାସ୍ତା ନଥିବାରୁ ଦୈନନ୍ଦିନ ଯାତାୟାତରେ ସମସ୍ୟା
🏥 ଗୁରୁତର ରୋଗୀଙ୍କୁ ମେଡିକାଲ ନେବାରେ ଅସୁବିଧା
🌧️ ବର୍ଷା ଦିନେ ଗାଁରୁ ବାହାରିବା ହେଉଛି ଦୁର୍ହର
📢 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନହେବା ଅଭିଯୋଗ
ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ଗୁହାରି କରି କରି ନିରାଶ ହୋଇ, ଏବେ ଜିଲ୍ଲାପାଳଙ୍କ ନିକଟରେ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ।
👉 କେବେ ଦୂର ହେବ ଏଚ୍ ମାଝୀପୁଟ ଗାଁର ରାସ୍ତା ସମସ୍ୟା?
#Koraput #Semiliguda #RoadProblem #VillageRoad #KoraputNews #OdishaNews #News11Odia #ଖବର #କୋରାପୁଟ #ରାସ୍ତାସମସ୍ୟା
Koraput Town, Koraput | Oct 1, 2026