Public App Logo
ଦେଖନ୍ତୁ ଏହି ଭୟକର ଦୃଶ୍ୟ ! ଦେହରାଡୁନର ବସନ୍ତ ବିହାର (Phase 2) ଅଞ୍ଚଳରେ ସଂଧ୍ୟା ପ୍ରାୟ ୫ଟା ସମୟରେ ଜଣେ ମହିଳାଙ୍କୁ ଦିନଦ୍ବିପ୍ରହରରେ ଟାର୍ଗେଟ୍ କରାଯାଇଛି। ଦୁର୍ବୃତ୍ତମାନେ ଅତି ଚତୁରତାର ସହ ମହିଳାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ଏହି ସମସ୍ତ ଘଟଣା ପାଖରେ ଥିବା ଏକ ସିସିଟିଭି (CCTV) କ୍ୟାମେରାରେ କଏଦ୍ ହୋଇଛି । #Dehradun #ChainSnatching #VasantVihar #CCTVFootage #CrimeNews #UttarakhandPolice #ViralNews #SafetyAlert - Bhubaneswar M Corp News