କଳାହାଣ୍ଡି: ଧର୍ମଗଡ ବ୍ଲକ ଯାଦବ ସମିତିର ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Kalahandi, Kalahandi | Sep 30, 2026
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲା ଖେଳପଡିଆ ମଞ୍ଚରେ ଯାଦବ ସମିତିର ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 25/10/2026 ରେ ନୂଆଖାଇ ଭେଟଘାଟ କରିବାକୁ ନିଷ୍ପତ୍ତି ନିଆଯାଇଛି।