ଜଳେଶ୍ବର: ଜଳେଶ୍ୱରରେ ବିଜେପି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ, ବୃକ୍ଷ ରୋପଣ ଓ ସ୍ୱଚ୍ଛତା ଅଭିଯାନ
ଗାନ୍ଧୀ ଜୟନ୍ତୀ ଅବସରରେ ଜଳେଶ୍ୱର ବ୍ଲକ ପରିସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୃକ୍ଷ ରୋପଣ ଓ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇ ଗାନ୍ଧିଜୀଙ୍କ ଆଦର୍ଶରେ ଚାଲିବାକୁ ଶପଥ ନେଇଥିଲେ।