ନୀଳଗିରି: ମହିଳାଙ୍କୁ ମିଳିବ ମାଗଣା ସିଲେଇ ମେସିନ୍, ସାଂସଦଙ୍କ ବଡ଼ ଘୋଷଣା
ନୀଳଗିରି ବ୍ଲକର ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପଦକ୍ଷେପ। ଯୋଗ୍ୟ ଗୋଷ୍ଠୀଙ୍କୁ ମାଗଣା ସିଲେଇ ମେସିନ୍ ଓ ପ୍ରଶିକ୍ଷଣ ଦିଆଯିବ। ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ହେଲା ବିସ୍ତୃତ ଆଲୋଚନା।